Install App
sambalpurupdate
This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ସହରର ଉପକଣ୍ଠସ୍ଥ ଖଣ୍ଡୁଆଳ ନିକଟରେ ପୋଲିସର ଏନକାଉଣ୍ଟର ଘଟଣା, ଅଭିଯୁକ୍ତ ଗିରଫ ପରେ କୋର୍ଟ ଚାଲାଣ
Sambalpur M, Sambalpur | Aug 22, 2025
ଗତ ୨୦ ତାରିଖ ଭୋର ସମୟରେ ସହରର ଉପକଣ୍ଠସ୍ଥ ଖଣ୍ଡୁଆଳ ନିକଟରେ ପୁଲିସ ଓ ଅପରାଧି ମଧ୍ୟରେ ଗୁଳି ବିନିମୟ ପରେ ଆହତ ହୋଇଥିବା ଅପରାଧି ଏମଡି ସମଦ କୁ ପୁଲିସ ଗିରଫ କରିଛି । ପୁଲିସ ଉପରେ ଗୁଳି ଚଳାଇବା ଅଭିଯୋଗରେ ଧନୁପାଲି ଥାନାରେ ହୋଇଥିବା ମାମଲା ସଂଖ୍ୟା ୨୨୬/୨୦୨୫ ରେ ଅଭିଯୁକ୍ତ ଏମଡି ସମଦ କୁ ଶୁକ୍ରବାର ଗିରଫ କରାଯାଇ ଅଦାଲତକୁ ଚାଲାଣ କରାଯାଇଛି ବୋଲି ଧନୁପାଲି ପୁଲିସ କହିଛି ।
Share
Read More News
T & C
Privacy Policy
Contact Us
Your browser does not support JavaScript!