Download Now Banner

This browser does not support the video element.

ତାଳଚେର ସଦର: ତାଳଚେର ତଥା ଅନୁଗୋଳ ଜିଲ୍ଲାର ରାସ୍ତାଘାଟ ସମସ୍ୟା ଓ କୋଇଲା ଟ୍ରକ ସମସ୍ୟା ନେଇ ବିଧାନସଭାରେ ଦାବି ରଖିଲେ ସ୍ଥାନୀୟ ବିଧାୟକ

Talcher Sadar, Angul | Aug 30, 2024
ତାଳଚେର ତଥା ଅନୁଗୋଳ ଜିଲ୍ଲାର ରାସ୍ତାଘାଟ ସମସ୍ୟା ସମାଧାନ କରିବା ଏବଂ କୋଇଲା ଟ୍ରକ ସମସ୍ୟା ନେଇ ଓଡିଶା ବିଧାନସଭାରେ ଶୁକ୍ରବାର ମଧ୍ୟାହ୍ନରେ ଦାବୀ ଉପସ୍ଥାପନ କଲେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ l ଏହି ଅବସରରେ ବିଧାୟକ ଶ୍ରୀ ପ୍ରଧାନ ଜାତୀୟ ରାଜପଥର ସମସ୍ୟା ନେଇ ଗତ ଦୁଇ ମାସ ଧରି ଚାଲିଥିବା ଅଚଳାବସ୍ଥାକୁ ଦୂରୀକରଣ ନିମନ୍ତେ ନିବେଦନ କରିଥିଲେ l
Read More News
T & CPrivacy PolicyContact Us