Download Now Banner

This browser does not support the video element.

ପାରଳାଖେମୁଣ୍ଡି: ଗଜପତି ଷ୍ଟାଡିୟମ୍ ଠାରୁ ଜିଲ୍ଲା ସ୍ତରିୟ ସେବା ପଖୱାଡ଼ା ଉତ୍ସବ ଅବସରରେ ମାରାଥନ ଗଣଦୌଡ ଅନୁଷ୍ଠିତ

Paralakhemundi, Gajapati | Sep 21, 2025
ଗଜପତି ଷ୍ଟାଡିୟମ୍ ଠାରୁ ଜିଲ୍ଲା ସ୍ତରିୟ ସେବା ପଖୱାଡ଼ା ଉତ୍ସବ ଅବସରରେ ମାରାଥନ ଗଣଦୌଡ ଅନୁଷ୍ଠିତ। ଜିଲ୍ଲା କ୍ରୀଡ଼ା ଓ ଯୁବା ସେବା ବିଭାଗ ଓ ଜିଲ୍ଲା ପ୍ରଶାସନ ଗଜପତି ପକ୍ଷରୁ ଆଜି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରୁ ମାରାଥନ ଗଣ ଦୌଡ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଫାଲଗୁନୀ ମାଝୀ ସବୁଜ ପତାକା ଦେଖାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ରାଜ୍ଯ ସରକାରଙ୍କ ନିର୍ଦ୍ଧେଶ କ୍ରମେ ସେବା ପଖୱାଡ଼ା ଉତ୍ସବ ୧୭ ସେପ୍ଟେମ୍ବର ଠାରୁ ୨ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ପାଳନ କରାଯାଉଛି। ଏହାର ଉଦ୍ଧେଶ
Read More News
T & CPrivacy PolicyContact Us