This browser does not support the video element.
ପରଜଙ୍ଗ: କନ୍ଧରା ଗ୍ରାମରେ ଖୁଦୁରୁକୁଣୀ ଭସାଣି ଉତ୍ସବ ଅନୁଷ୍ଠିତ
Parajang, Dhenkanal | Sep 1, 2025
କନ୍ଧରା ଗ୍ରାମରେ ଖୁଦୁରୁକୁଣୀ ଭସାଣି ଉତ୍ସବ ଅନୁଷ୍ଠିତ କଙ୍କଡହଡା ବ୍ଲକ କାନ୍ଧରା ଗ୍ରାମର ସୋମବାର ଅପରାହ୍ନ ୧ଟାରେ ଖୁଦୁରୁକୁଣୀ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ସାହିର ମେଢ଼ ଗାଁ ଯାତ୍ରା ପଡ଼ିଆରେ ଠାରେ ଏକତ୍ରିତ ହୋଇଥିଲେ ଶେଷରେ ମାଙ୍କୁ ବନ୍ଦାପନା କରାଯିବା ପରେ ମାଙ୍କୁ ବିଦାୟ କରଯାଇଥିଲା ପରେ ସମସ୍ତ ମେଢକୁ ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରାଯିବା ସହ ବିସର୍ଜନ କରଯାଇଥିଲା।