This browser does not support the video element.
ପାରାଦୀପ: ଷଣ୍ଢପୁର ମୁକ୍ତେଶ୍ଵର ମଣ୍ଡପ ଠାରେ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୨୭ତମ ତିରୋଧାନ ଦିବସ ପାଳିତ
Paradip, Jagatsinghpur | Apr 17, 2024
ଷଣ୍ଢପୁର ମୁକ୍ତେଶ୍ଵର ମଣ୍ଡପ ଠାରେ ଆଜି ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୨୭ତମ ତିରୋଧାନ ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ବିଧାୟକ ସମ୍ବିତ ରାଉତରାୟ ପହଞ୍ଚି ବିଜୁ ପଟ୍ଟନାୟକଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ଜଗତସିଂହପୁର ମାଟି ପାଇଁ ବିଜୁବାବୁଙ୍କ ସ୍ବପ୍ନ ଆଜି ସାକାର ହେବାରେ ଲାଗିଛି। ପାରାଦୀପ ବନ୍ଦର ଗଢିବାରେ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରଚେଷ୍ଟା ସଫଳତାର ଶୀର୍ଷରେ ପହଞ୍ଚିଛି ବୋଲି ବିଧାୟକ ପ୍ରକାଶ କରିଥିଲେ ।