Download Now Banner

This browser does not support the video element.

ଘସିପୁରା: କୋଲିମାଟି ଅଞ୍ଚଳରୁ ଚୋରା ମହୁଲ ମଦ ବିକ୍ରି ଅଭିଯୋଗରେ ୩ଜଣ ଗିରଫ

Ghasipura, Kendujhar | Sep 10, 2025
ଆନନ୍ଦପୁର ଅବକାରୀ ବିଭାଗ ପକ୍ଷରୁ ଆଜି କୋଳିମାଟି ଅଞ୍ଚଳରୁ ଚୋରା ମହୁଳି ମଦ ବିକ୍ରି କରୁଥିବା ଅଭିଯୋଗରେ ୩ଜଣ ମହିଳା ଗିରଫ ହୋଇଛନ୍ତି l ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି।
Read More News
T & CPrivacy PolicyContact Us