Download Now Banner

This browser does not support the video element.

ପାରଳାଖେମୁଣ୍ଡି: ନୀଳମଣି ଦୁର୍ଗା ନଗରର ପୂର୍ବତନ ଅସୁସ୍ଥ ଗୋଶାଣୀ ବ୍ଲକ ଜିଲ୍ଲା ପରିଷଦ ବିମଳା ସାମଲଙ୍କୁ ଭେଟିଲେ ପାରଳା ବିଧାୟକ

Paralakhemundi, Gajapati | Sep 7, 2025
ନୀଳମଣି ଦୁର୍ଗା ନଗରର ପୂର୍ବତନ ଅସୁସ୍ଥ ଗୋଶାଣୀ ବ୍ଲକ ଜିଲ୍ଲା ପରିଷଦ ବିମଳା ସାମଲଙ୍କୁ ଭେଟିଲେ ପାରଳା ବିଧାୟକ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ 15 ନଂ ୱାର୍ଡର ନୀଳମଣି ଦୁର୍ଗା ନଗର ବାସିନ୍ଦା ପୂର୍ବତନ ଗୋଶାଣୀ ବ୍ଲକ ଜିଲ୍ଲା ପରିଷଦ ବିମଳା ସାମଲଙ୍କ ଅସୁସ୍ଥତା ଖବର ପାଇ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରିବା ନେଇ ଆଜି ପାରଳା ବିଧାୟକ ଇଂ ରୂପେଶ କୁମାର ପାଣିଗ୍ରାହୀ ଭେଟି ଥିବା ସୂଚନା ମିଳିଛି। ଏଥି ସହ ଅସୁସ୍ଥ ବିମଳା ଏବଂ ତାଙ୍କ ପରିବାର ସହ ଆଲୋଚନା କରି ତାଙ୍କର ସ୍ଵାସ୍ଥ୍ୟର ସୁସ୍ଥତା କାମନା କରିଥିଲେ। ଏହି ଅବସରରେ ବିଧାୟକଙ୍କ ସହ ଗୋଶାଣୀ ବ୍ଲକ ଅଧକ୍ଷ ଏନ. ଭୀର ରାଜ
Read More News
T & CPrivacy PolicyContact Us