Download Now Banner

This browser does not support the video element.

କଣ୍ଟାମାଳ: ଦପଲାରୁ ଦେଶୀ ମଦ ଜବତ କଲା ଅବକାରୀ ବିଭାଗ

Kantamal, Boudh (Bauda) | Sep 1, 2025
ଦପଲାରୁ ଦେଶୀ ମଦ ଜବତ କଲା ଅବକାରୀ ବିଭାଗ ମନମୁଣ୍ଡା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର ମଦ ଜବତ କରିଛି | ମନମୁଣ୍ଡା ଥାନା ଦପଲା ଗ୍ରାମ୍ୟ ରାସ୍ତାରେ ବେଆଇନ ଭାବରେ ମଦ ବିକ୍ରି ହେଉଥିବା ଖବର ପାଇ ମନମୁଣ୍ଡା ଅବକାରୀ ଅଧିକାରୀ ଜୟନ୍ତୀ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଏକ ଟିମ ଚଢ଼ାଉ କରି ମଙ୍ଗଳୁ ମହାକୁଡ଼ ନିକଟରୁ ୭ ଲିଟର ଦେଶୀ ମଦ ଜବତ କରିଥିବା ବେଳେ ଏକ ମାମଲା ରୁଜୁ କରି ସେବା ନୋଟିସ ଦେଇ ମାଫିଆକୁ ଛାଡି ଦିଆ ଯାଇଥିବା ଅବକାରୀ ଅଧିକାରୀ ସୂଚନା ଦେଇଛନ୍ତି |
Read More News
T & CPrivacy PolicyContact Us