Download Now Banner

This browser does not support the video element.

ନବରଙ୍ଗପୁର ପୋଲିସ ଷ୍ଟେସନ: ନବରଙ୍ଗପୁର କଲେଜ ପଡିଆରେ ଆରମ୍ଭ ହେଲା ଦଶହରା କପ ଫୁଟବଲ ଟୁର୍ନାମେଣ୍ଟ

Nabarangapur PS, Nabarangpur | Sep 8, 2025
ନବରଙ୍ଗପୁର କଲେଜ ପଡିଆରେ ଆରମ୍ଭ ହେଲା ଦଶହରା କପ ଫୁଟବଲ ଟୁର୍ନାମେଣ୍ଟ ଟାଉନ ଫୁଟବଲ କ୍ଳବ ପକ୍ଷରୁ ନବରଙ୍ଗପୁର କଲେଜ ପଡିଆରେ ଆରମ୍ଭ ହୋଇଛି ଦଶହରା କପ ଫୁଟବଲ ଟୁର୍ନାମେଣ୍ଟ ବରିଷ୍ଠ ଫୁଟବଲ ଖେଳାଳୀ ଟୁନା ବେବେର୍ତ୍ତା ଏବଂ ଅଶୋକ ପାତ୍ର (ବାବୁ)ଙ୍କ ବିଶେଷ ଉଦ୍ୟମରେ ଏହି ଟୋର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଛି । ଆଜିର ଏହି ଉଦଘାଟନି ଉଚ୍ଛବରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀଶଙ୍କର ମାଝୀ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା କ୍ରୀଡା ସଂଘର ସଂପାଦକ ପ୍ରହଲ୍ଲାଦ ତ୍ରିପାଠୀ, ଉପସଭାପତି ଏମ. ବାଲା କ୍ରୀଷ୍ଣା ରାଓ ପ୍ରମୁଖ ଯୋଗଦେଇଥିଲେ
Read More News
T & CPrivacy PolicyContact Us