This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟ ରେ ସ୍ୱଚ୍ଛସାଥି ମାନଙ୍କ ଧାରଣା
Sambalpur M, Sambalpur | Sep 4, 2025
ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟ ରେ ସ୍ୱଚ୍ଛସାଥି ମାନଙ୍କ ଧାରଣା l ମିଳିଥିବା ସୂଚନା ଅନୁସାରେ ଆଜି ଦିନ ପ୍ରାୟ 12 ଟା ସମୟରେ ସ୍ୱଚ୍ଛସାଥି ମାନଙ୍କର 4 ମାସ ହେଲାଣି ଦରମା ବନ୍ଦ କରିଦେଇଛି ମହାନଗର ନିଗମ l ସ୍ୱଚ୍ଛ ସାଥି ମାନେ ଯଦି 50 ପ୍ରତିଶତ ରୁ କମ ୟୁଜର ଫିସ କଲେକ୍ସନ କରିବେ ତାହେଲେ ତାଙ୍କୁ ଦରମା ଦିଆଯିବ ନାହିଁ ବୋଲି କତୃପକ୍ଷ କହିଛନ୍ତି l ସେପଟେ କମ ଦରମା ରେ ଚଳୁଥିବା ସ୍ୱଚ୍ଛ ସାଥି ମାନଙ୍କ ଦରମା ବନ୍ଦ ହେଇଜିବା ଫଳରେ ସେମାନେ ବହୁ କଷ୍ଟରେ ଅଛନ୍ତି l ମହାନଗର ନିଗମ କତୃପକ୍ଷ କେବେ ହେଲେ ୟୁଜର ଫିସ କଲେକ୍ସନ ସମୟରେ ୱାର୍ଡ ମାନଙ୍କୁ ଯାଉନାହାନ୍ତି, ଯାହାଫଳରେ ସ