This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ମହାନଗର ନିଗମ ଅନ୍ତର୍ଗତ କୁଞ୍ଜେଲପଡାରେ ମହାଅଷ୍ଟମୀ ପୂଜା ପାଳିତ
Sambalpur M, Sambalpur | Sep 30, 2025
ମହାନଗର ନିଗମ ଅନ୍ତର୍ଗତ କୁଞ୍ଜେଲ ପଡା ରେ ଆଜି ଦିନ 11ଟାରେ ମହାଅଷ୍ଟମୀ ପୂଜା ପାଳିତ ହୋଇଯାଇଛି l ଏହି ଅବସରରେ ଶ୍ରଦ୍ଧାଳୁ ମାନେ ମାଙ୍କ ନିକଟରେ ପୂଜା କରୁଥିବା ଦେଖିବାକୁ ମିଳିଥିଲା l ସେପଟେ ରୀତିନୀତି ଅନୁଯାଇ ଦୁର୍ଗାପୂଜା ଅନୁଷ୍ଠିତ ହେଉଥିବା ବେଳେ ଭକ୍ତ ଶ୍ରଦ୍ଧାଳୁ ମାନେ ଶୃଙ୍ଖଳିତ ଭାବେ ମା ଙ୍କୁ ଦର୍ଶନ କରିବା ସହ ପୂଜଚନା କରୁଛନ୍ତି l