This browser does not support the video element.
ନୟାଗଡ: ନୟାଗଡ଼ ଜୟପୁର ସାର ଗୋଦାମରେ ଅନମିୟତା , ଚାଷୀଙ୍କ ହଟ୍ଟଗୋଳ,ପ୍ରତିକ୍ରିୟା ରଖିଲେ ଚାଷୀ
Nayagarh, Nayagarh | Sep 14, 2025
ନୟାଗଡ଼ ଜୟପୁର ସାର ଗୋଦାମରେ ଅନମିୟତା , ଚାଷୀଙ୍କ ହଟ୍ଟଗୋଳ। ସୂଚନା ମୁତାବକ ବିଳମ୍ୱିତ ରାତିରେ ସାରା ଗୋଦାମରୁ କଳାବଜାରୀ କରି ଦୁଇ ଟ୍ରକ୍ ସାର ହେରଫେର ହୋଇଥିବା ସୂଚନା ମିଳିଛି। ତେବେ ଏ ନେଇ ଆଜି ସକାଳ ଆଠ ଘଟିକା ସମୟରେ ସରଗୋଦମ୍ ଆଗରେ ଲୋକଂକ ଭିଡ଼ ଦେଖିବାକୁ ମିଳିଛି । ତେବେ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ଜଣେ ଚାଷୀ।