This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ଟାଉନ ପୋଲିସ ପକ୍ଷରୁ ରାସ୍ତା ଉପରେ ଫଳ ଓ ପରିବା ବିକ୍ରି କରୁଥିବା ଟ୍ରଲି ଜବତ୍, ମାମଲା ରୁଜୁ
Bhadrak Rural, Bhadrak | Sep 12, 2025
ଭଦ୍ରକ ସହର ର ବିଭିନ୍ନ ସ୍ଥାନ ରେ ଟ୍ରଲି ରେ ବେପାରୀ ମାନେ ଫଳ ଓ ପରିବା ବିକ୍ରି କରୁଥିବା ବେଳେ ରାସ୍ତା ଅବରୋଧ କରୁଥିଲେ, ରାସ୍ତା ରୁ ହଟିବା ନେଇ ଭଦ୍ରକ ପୌରପାଳିକା ମାସେ ତଳେ ଡ଼ାକବାଜି ଯନ୍ତ୍ର ଦ୍ବାରା ସୂଚନା ଦେଇଥିଲା, କିନ୍ତୁ ବ୍ୟବସାୟୀ ମାନେ ରାସ୍ତା ରୁ ନ ହଟିବା ଯୋଗୁଁ ଟ୍ରାଫିକ ସମସ୍ୟା ସୃଷ୍ଠି ହେଉଥିଲା,ଭଦ୍ରକ ସହରାଞ୍ଚଳ ପୋଲିସ ପ୍ରାଥମିକ ଭାବେ 4 ଟି ଫଳ ଓ ପରିବା ଟ୍ରଲି ଜବତ୍ କରିଛି,ଫଳ ଓ ମାଲିକ ଙ୍କ ନାମ ରେ ମାମଲା ରୁଜୁ ହେବ ବୋଲି ପୋଲିସ ସୁଚନା ଦେଇଚି,ତେବେ ଚଢ଼ାଉ ଜାରି ରହିଛି,ଏହି ଖବର ଆଜି ଦିନ 3 ଘଟିକା ରେ ହସ୍ତଗତ ହୋଇଛି