Download Now Banner

This browser does not support the video element.

କାମାକ୍ଷାନଗର: ଚକାପାଳ ଗାଁରେ ଆମ୍ବ ବଗିଚାରେ କାମ କରୁଥିବା ବେଳେ ବିଦ୍ୟୁତ ଆଘାତରେ ଶ୍ରମିକ ମୃତ

Kamakshyanagar, Dhenkanal | May 28, 2025
ଚକାପାଳ ଗାଁରେ ଆମ୍ବ ବଗିଚାରେ କାମ କରୁଥିବା ବେଳେ ବୁଧବାର ୩ଟାରେ ବିଦ୍ୟୁତ ଆଘାତରେ ଶ୍ରମିକ ମୃତ lମୃତକ ଜଣକ ଚକାପାଳ ଗାଁର ରଞ୍ଜନ ପଧାନ l ୧୦୮ ଆମ୍ବୁଲାନ୍ସରେ ତାଙ୍କୁ କାମାକ୍ଷାନଗର ମେଡିକାଲ ଆଣିଥିବା ବେଳେ ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ ଡାକ୍ତର l
Read More News
T & CPrivacy PolicyContact Us