This browser does not support the video element.
ପାରଳାଖେମୁଣ୍ଡି: ଜିଲ୍ଲା କୋର୍ଟ ପକ୍ଷରୁ ପୂର୍ବ ଶତ୍ରୁତାରୁ ଆକ୍ରମଣ ମାମଲାରେ ଦୋଷୀସିଦ୍ଧ ହେଲେ ଅଭିଯୁକ୍ତ
Paralakhemundi, Gajapati | Sep 26, 2025
*ପୂର୍ବ ଶତ୍ରୁତାରୁ ଆକ୍ରମଣ ମାମଲାରେ ଦୋଷୀସିଦ୍ଧ ହେଲେ ଅଭିଯୁକ୍ତ* *ଏକ ବର୍ଷ ପର୍ଯ୍ୟନ୍ତ ନଜରବନ୍ଦୀ ରହିବେ* ତିନି ବର୍ଷର ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଜପତି ଜିଲ୍ଲାର ଗୁରାଣ୍ଡି ଥାନା ଅନ୍ତର୍ଗତ କଣ୍ଟ୍ରାଗଡ଼ ଗ୍ରାମରେ ଥିବା ଶିବ ମନ୍ଦିର ନିକଟରେ ଅଭିଯୁକ୍ତ ଏମ. ରାମୁଲୁ, ଏମ. ଦେଲି ଓ ଏମ. ମୋହିନୀ ମିଳିତ ଭାବେ ତା ୦୬-୦୮-୨୦୧୭ରିଖ ଦିନ ଏତଲାକାରି ଅଲ୍ୟାଣୀ ଯୋଗେନ୍ଦ୍ର ରାଓଙ୍କୁ ଅତର୍କିତ ଭାବେ ଆକ୍ରମଣ କରି ଲହୁଲୁହାଣ କରିଥିଲେ । ଯାହା ଫଳରେ ତାଙ୍କର ମୁଣ୍ଡ, ଜଙ୍ଘ ଆଦି କ୍ଷତାକ୍ତ ହୋଇଥିଲା। ଏହି କାରଣରୁ ସେ ଏକ ମାମଲା ସେ ସମୟରେ ଗୁରାଣ୍ଡି ଥାନାରେ ମାମଲା ନମ୍ବର ୬୧ର