Download Now Banner

This browser does not support the video element.

କେନ୍ଦୁଝର ସହର: ଆସନ୍ତାକାଲି ଜିଲ୍ଲାରେ ବର୍ଷା, ପବନ ଓ ବିଜୁଳି ଘଡ଼ଘଡ଼ି ନେଇ ଅରେଞ୍ଜ ଆଲର୍ଟ ଜାରି

Kendujhar Town, Kendujhar | Aug 22, 2025
ଆସନ୍ତା କାଲି କେନ୍ଦୁଝର ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ଓ ପ୍ରବଳ ବର୍ଷା ଓ ପବନ ହେବା ସମ୍ଭାବନା ରହିଛି। ଆଜି ଏନେଇ ପାଣି ପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାନିଂ ଜାରି କରାଯାଇଛି ।
Read More News
T & CPrivacy PolicyContact Us