Download Now Banner

This browser does not support the video element.

କୋରାପୁଟ ସହର: କୋରାପୁଟ ଜିଲ୍ଲାପାଳ କାର୍ଯ୍ୟଳୟ ପରିସରରେ ରାଜସ୍ବ ଅମଳା ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ, ଦାବି ପୁରଣ ନହେଲେ ଆମରଣ ଅନଶନ ଚେତାବନୀ

Koraput Town, Koraput | Aug 25, 2025
ରାଜସ୍ବ ଅମଲାଙ୍କ ଆନ୍ଦୋଳନ ୧୪ ଦିନରେ ପହଞ୍ଚିଛି। କୋରାପୁଟ ଜିଲ୍ଲାପାଳ କାର୍ଯ୍ୟଳୟ ପରିସରରେ ଦଶଦଫା ଦାବି ନେଇ ସାମୁହିକ ଛୁଟିରେ ଯାଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି ରାଜସ୍ବ ଅମଳା ସଂଘ। ସୋମବାର ଠାରୁ ସମସ୍ତ ରାଜସ୍ବ ଅମଳା କାର୍ଯ୍ୟରେ ଯୋଗଦେବେ ବୋଲି ରାଜ୍ୟ ରାଜସ୍ବ ମନ୍ତ୍ରୀ ସୁରେଶ ପୁଜାରୀ ସୂଚନା ଦେଇଥିଲେ। ରାଜସ୍ବ ଅମଳା ସଂଘ ସହ ଆଲୋଚନା ହୋଇଛି ଦାବି ବିଚାରଧୀନ ରହିଛି ସୋମବାର ଠାରୁ କାର୍ଯ୍ୟରେ ଯୋଗଦେବାକୁ କହିଥିଲେ ମନ୍ତ୍ରୀ ସୁରେଶ ପୁଜାରୀ। ଅନ୍ୟପଟେ ମନ୍ତ୍ରୀଙ୍କ କଥା ମାନି ନାହାନ୍ତି ରାଜସ୍ବ ଅମଳା ସଂଘ।
Read More News
T & CPrivacy PolicyContact Us