Download Now Banner

This browser does not support the video element.

ପୋଲସରା: ବ୍ଲକ କାର୍ଯ୍ୟାଳୟ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ସମ୍ପର୍କରେ ଆଲୋଚନା କଲେ ଜିଲ୍ଲା ଡିସିସି

Polasara, Ganjam | Aug 21, 2025
ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଗ୍ରସ୍ତ କରିଛନ୍ତି ଜିଲ୍ଲା ଡିସିସି l ଏହି ଟିମ ଆଜି କାର୍ଯ୍ୟାଳୟ ପରିସରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଅନ୍ୟ ବିଭାଗୀୟ ଅଧିକାରୀ ଙ୍କ ସହ ଆଲୋଚନା କରିଛି l ସରକାର ଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ର କାର୍ଯ୍ୟକାରିତା ଉପରେ ଆଲୋଚନା କରାଯାଇଛି l ବିଶେଷକରୀ ଜିସିଆରପି, ଜିଟିଏମ ଚୟନ ଭଳି ବିଭିନ୍ନ ବିଷୟରେ ବିଡିଓ ଙ୍କ ସହ ଆଲୋଚନା କରିଛନ୍ତି ଏହି ଟିମ l
Read More News
T & CPrivacy PolicyContact Us