Install App
khabaraebeebe
This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ନବୀନ ନିବାସ ରେ ନବୀନ ଙ୍କୁ ଭେଟିବା ପାଇଁ ପହଁଚିଲେ ବଡ଼ ଭାଇ ପ୍ରେମ ପଟ୍ଟନାୟକ, ପ୍ରତିକ୍ରିୟା ରଖିଲେ ବିଜେଡି ନେତା ମନ୍ମଥ ରାଉତରାୟ
Bhubaneswar M Corp, Khordha | Aug 22, 2025
ନବିନ ନିବାସରେ ବଡ଼ଭାଇ ପ୍ରେମ ପଟ୍ଟନାୟକ । ସାନ ଭାଇଙ୍କ ସ୍ବାସ୍ଥ୍ୟବସ୍ତା ବୁଝିବା ପାଇଁ ଆଜି ଗୋଟାଏ ବେଳେ ଆସି ନବିନ ନିବାସରେ ପହଂଚିଛନ୍ତି। ମୁମ୍ବାଇରେ ନବୀନ ଚିକିତ୍ସା ବେଳେ ପ୍ରେମ ଟିକନିକ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ ପ୍ରେମ। ଏବେ ସେ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହୋଇ ଫେରିବାପରେ ଆଜି ପ୍ରେମ ପଟ୍ଟନାୟକ ନବୀନଙ୍କୁ ଭେଟିବା ପାଇଁ ଭୁବନେଶ୍ଵର ରେ ପହଞ୍ଚିଛନ୍ତି। ଦୁଇ ଭାଇଙ୍କ ଭିତରେ ଖୁବ୍ ଭଲ ଆଲୋଚନା ହେବ। ରାଜ୍ୟର ରାଜନୈତିକ ବିଷୟରେ ଆଲୋଚନା ମଧ୍ୟ ହେବ। ଓଡ଼ିଶା ରାଜନୀତି ପାଇଁ ଆଜିଏକ ଗୁରୁତ୍ୟପୁର୍ଣ ଦିନ।
Share
Read More News
T & C
Privacy Policy
Contact Us
Your browser does not support JavaScript!