Download Now Banner

This browser does not support the video element.

ସୋରଡା: ସୋରଡ଼ା ନିର୍ବାଚନ ମଣ୍ଡଳୀ ର ସୋରଡ଼ା ବ୍ଲକ ଅନ୍ତର୍ଗତ ଭଗବାନପୁର ଗ୍ରାମପଞ୍ଚାୟତର ମାନ୍ୟବର ସୋରଡ଼ା ବିଧାୟକ ନୀଳମଣି ବିଶୋଇ

Surada, Ganjam | Sep 29, 2025
ସୋରଡ଼ା ନିର୍ବାଚନ ମଣ୍ଡଳୀ ର ସୋରଡ଼ା ବ୍ଲକ ଅନ୍ତର୍ଗତ ଭଗବାନପୁର ଗ୍ରାମପଞ୍ଚାୟତର ଭଗବାନପୁର ଗ୍ରାମରେ ମାନ୍ୟବର ସୋରଡ଼ା ବିଧାୟକ ଶ୍ରୀ ନୀଳମଣି ବିଷୋୟୀ ଯୋଗଦେଇ "ଆମ ବ୍ୟାଙ୍କ" ର ଶୁଭ ଉଦ୍ଘାଟନ କଲେ | ଆମ ବ୍ୟାଙ୍କ' ମାଧ୍ୟମରେ ଲୋକଙ୍କ ହାତପାଆନ୍ତାରେ ମିଳିବ ବ୍ୟାଙ୍କ ସେବା | ଗ୍ରାମବାସୀଙ୍କ ପାଇଁ ଏବେ ଆହୁରି ସହଜ ହେବ ଆର୍ଥିକ କାରବାର କରିବାରେ |ଏହି ପଦକ୍ଷେପ ଅଞ୍ଚଳବାସୀଙ୍କ ଆର୍ଥିକ ସଶକ୍ତିକରଣ ଦିଗରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଆଶା ଏବଂ ବିଶ୍ୱାସ।ଏହି ବ୍ୟାଙ୍କରେ ଭାରତ ସରକାରଙ୍କର ବିଭିନ୍ନ ଲୋକାଭିମୁଖି ଯୋଜନା ତଥା ଅଟଳ ପେନସନ ଯୋଜନା,ପାଇବେ ଜନତା.
Read More News
T & CPrivacy PolicyContact Us