Install App
sabitagiri934
This browser does not support the video element.
ଭୋଗରାଇ: ବାଡ଼ସରିସା ସ୍ଥିତ ଭୋଳାନାଥ ବିଦ୍ୟାପୀଠରେ ବାର୍ଷିକ ପ୍ରତିଯୋଗିତା ଅନୁଷ୍ଠିତ, ଯୋଗଦେଲେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ
Bhograi, Balasore | Sep 7, 2025
ବାଡ଼ସରିସା ସ୍ଥିତ ଭୋଳାନାଥ ବିଦ୍ୟାପୀଠରେ ବାର୍ଷିକ ପ୍ରତିଯୋଗିତା ଅନୁଷ୍ଠିତ, ଯୋଗ ଦେଲେ ଗୋଷ୍ଠୀ ଶିକ୍ଷା ଅଧିକାରୀଣୀ । ସମ୍ବାଦ ଆମ ଓଡ଼ିଶା ପକ୍ଷରୁ ବାଡ଼ସରିସା ଭୋଳାନାଥ ବିଦ୍ୟାପୀଠରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସ୍କୁଲରେ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିବା ଦେଖିଵାକୁ ମିଳିଛି ।
Share
Read More News
T & C
Privacy Policy
Contact Us
Your browser does not support JavaScript!