Download Now Banner

This browser does not support the video element.

ଧର୍ମଗଡ: କଲମପୁର ସାର୍ବଜନୀନ ଦୁର୍ଗାପୂଜା ମଣ୍ଡପ ଠାରେ ମହାସମାରୋହରେ ମହାନବମୀ ପୂଜା ଅନୁଷ୍ଠିତ

Dharamgarh, Kalahandi | Oct 1, 2025
ବୁଧବାର ଦେବୀଙ୍କ ପୀଠରେ ଦଶମୀ ପୂଜା ଅନୁଷ୍ଠିତ ହେଉଥିବା ବେଳେ ମଣ୍ଡପରେ ମହାନବମୀ ପୂଜା ଅନୁଷ୍ଠିତ ହେଉଛି। କଲମପୁର ଦୁର୍ଗାମଣ୍ଡପ ଠାରେ ମୁଖ୍ୟ ପୂଜକ ସକାଳୁ ବିଭିନ୍ନ ଉପଚାରରେ ପୂଜା କରିବା ପରେ ଦିନ ୧୧ଟା ବେଳେ ମହାନବମୀ ହୋମ କରାଯାଇଥିଲା।
Read More News
T & CPrivacy PolicyContact Us