This browser does not support the video element.
ଅନୁଗୋଳ: ବିଭିନ୍ନ ସମସ୍ୟା ନେଇ ଜିଲାପାଳଙ୍କୁ ଅଭିଯୋଗ କରି ପ୍ରତିକ୍ରିୟା ରଖିଲେ ଉଗ୍ରେସନ ମାଟିଆରି
Anugul, Angul | Sep 11, 2025
ଅନୁଗୋଳ ବ୍ଲକ ଖଣ୍ଡହତା ଗ୍ରାମ ନିକଟରେ କିଛି ଦିନ ତଳେ ତିନି ତିନୋଟି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତେଣୁ ଗ୍ରାମବାସୀଙ୍କ କହିବା ଅନୁଯାୟୀ ଅନୁଗୋଳ ବିଧାୟକଙ୍କ ଦ୍ଵାରା ରାସ୍ତା କଡରେ ଅନୁଗୋଳରୁ ମହିଧରପୂର ପର୍ଯ୍ୟନ୍ତ ଲାଗିଛି। କିନ୍ତୁ ଚଣ୍ଡିଖମଣ ଠାରୁ ବଉଳି ନାଳ ପର୍ଯ୍ୟନ୍ତ ଅଧିକାଂଶ ଦୁର୍ଘଟଣା ଘଟୁଛି। ରାସ୍ତା କଡ଼ରେ ଲାଗିଥିବା ଲାଇଟ ଗୁଡ଼ିକ ରକ୍ଷଣା ବେକ୍ଷଣ ଅଭାବରୁ ଖରାପ ହୋଇ ଯାଉଛି। ଏହାକୁ ଠିକରେ ସଜଡ଼ା ଯାଉ ନାହିଁ। ଯାହା ଫଳରେ ଲୋକମାନେ ବହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଲାଇଟ ଗୁଡ଼ିକ ଖରାପ୍ ହୋଇଯିବା ପରେ ସ୍ଥାନୀୟ ଅଞ୍ଚଳରେ