Download Now Banner

This browser does not support the video element.

ଝରିଗାଁ: ଦାଦନ ଖଟିବାକୁ ଯାଇ ହାଇଦ୍ରାବାଦରେ ଚିତାବେଡା ଗ୍ରାମର ମହିଳା ଶ୍ରମିକ ମୃତ

Jharigan, Nabarangpur | Jun 30, 2024
ଚିତାବେଡା ଗ୍ରାମର ମହିଳା ଦାଦନ ଖଟିବା ପାଇଁ ହାଇଦ୍ରାବାଦ ଯାଇଥିବା ବେଳେ ଅସୁସ୍ଥତା କାରଣରୁ ଗତ ଶୁକ୍ରବାର ରାତ୍ରିରେ ମୃତ୍ୟୁବରଣ କରିଥିଲା। ଠିକାଦାର ଏକ ଆମ୍ବୁଲାନ୍ସ ଯୋଗେ ଝରିଗାଁ ପଠାଇଥିଲେ। ଗତକାଲି ରାତ୍ରି ୧୧ଟା ସମୟରେ ମର ଶରୀର ଗାଁରେ ପହଞ୍ଚିବା ପରେ ଆଜି ସକାଳୁ ୧୦ ଘଣ୍ଟା ସମୟରେ ଶୋକାକୁଳ ପରିବେଶରେ ଗ୍ରାମ ଶ୍ମଶାନରେ ଶେଷକୃତ୍ୟ ସମ୍ପନ ହୋଇଥିଲା। ଖବର ପ୍ରସାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
Read More News
T & CPrivacy PolicyContact Us