Download Now Banner

This browser does not support the video element.

କେନ୍ଦୁଝର ସହର: ଲଗାଣ ବର୍ଷାରେ ଫକୀରପୁରରେ ବେହାଲ,ସାନ ମଲ୍ଲିକ ସାହିରେ ପାଣି ପଶି ଭୁସିଡ଼ିଲା କାନ୍ଥ

Kendujhar Town, Kendujhar | Sep 2, 2025
ଲଗାଣ ବର୍ଷାରେ ଆନନ୍ଦପୁର ପୌରପରିଷଦ ଫକୀରପୁରରେ ସ୍ଥିତି ବେହାଲ,ସାନ ମଲ୍ଲିକ ସାହିରେ ପାଣି ପଶି ଭୁସିଡ଼ିଲା କାନ୍ଥ l ଆନନ୍ଦପୁର ଦମକଳବାହିନୀ ଦ୍ୱାରା ମଟର ଲଗାଇ ଜଳ ନିଷ୍କାସନ l ଉପଯୁକ୍ତ ଡ୍ରେନେଜର ବ୍ୟବସ୍ଥା ନଥିବା କାରଣରୁ ଏଭଳି ପରସ୍ଥିତି ଉପୁଜୁଥିବା ଅଭିଯୋଗ l
Read More News
T & CPrivacy PolicyContact Us