Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ପରିବହନ ବିଭାଗ ତରଫରୁ ଇଛାପୁର ଠାରେ ଗାଡି ଯାଞ୍ଚ,୩୯ ଗୋଟି ଗାଡ଼ି ରୁ ଏକ ଲକ୍ଷ ୬୯ ହଜାର ଟଙ୍କା ଫାଇନ

Bhadrak Rural, Bhadrak | Aug 26, 2025
ଭଦ୍ରକ ଇଚ୍ଛା ପୁର ବାଲି ବିଲି ଠାରେ ଭଦ୍ରକ ପରିବହନ ବିଭାଗ ପକ୍ଷରୁ ଗାଡି ଯାଞ୍ଚ କରାଯାଇଛି।ଏହି ଯାଞ୍ଚ ବେଳେ ୩୯ ଗୋଟି ଗାଡ଼ି ରୁ ଏକ ଲକ୍ଷ ୬୯ ହଜାର ଟଙ୍କା ର ଚାଲାଣ କଟା ଯାଇଥିବା ଜଣା ପଡିଛି। ଏହି ଯାଞ୍ଚ ସମୟରେ ଜିଲ୍ଲା ସଡ଼କ ସୁରକ୍ଷା ଅଧିକାରୀ ଅବଦୁଲ ରହିମ, ଟ୍ରାଫିକ ସବ ଇନ୍ସପେକ୍ଟର ଶର୍ମିଷ୍ଠା ମିଶ୍ର, ଜୁନିଅର ଏମ ଭି ଆଇ ପ୍ରିୟଙ୍କା ପ୍ରଧାନ, ଅତିରିକ୍ତ ଟ୍ରାଫିକ ଇନ୍ସପେକ୍ଟର ଶ୍ୟାମ ସୁନ୍ଦର ନାୟକ ଙ୍କ ସମେତ ପରିବହନ ବିଭାଗ ର ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ, ଏହି ଖବର ଆଜି ଦିନ 4 ଟାରେ ହସ୍ତଗତ ହୋଇଛି
Read More News
T & CPrivacy PolicyContact Us