This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: ପ୍ରୋଫେଟ ମହମ୍ମଦ ଜୟନ୍ତୀ ଅବସରରେ ଭଦ୍ରକ ରେ ପୂର୍ବାଂଚଳ dig ପିନାକ ମିଶ୍ର ଙ୍କ ପୁରୁଣାବଜାର ଥାନାରେ ରଖିଲେ ପ୍ରତିକ୍ରିୟା
Bhadrak Rural, Bhadrak | Sep 5, 2025
ପ୍ରୋଫେଟ ମହମ୍ମଦ ଙ୍କ ଜନ୍ମଜୟନ୍ତୀ ଅବସରରେ ପୁରୁଣାବଜାର ଥାନାରେ ଆଜି ସଂଧ୍ୟା 7 ଟାରେ ପ୍ରତିକ୍ରିୟା ରଖିଲେ DIG ପିନାକ ମିଶ୍ର, କାଫିଲା ଶୋଭାଯାତ୍ରା ପାଇଁ ଜିଲ୍ଲା ରେ 25 ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ ହୋଇଛନ୍ତି,ସ୍ପେଶାଲ୍ ବ୍ରାଞ୍ଚ ସକ୍ରିୟ ରହିଛି,ସମସ୍ତ ଧାର୍ମିକ ସ୍ଥଳୀ ଗୁଡ଼ିକ ରେ ପୋଲିସ ମୃତୟନ ରହିଚନ୍ତି,ତେବେ ଏହି ଶୋଭାଯାତ୍ରା ରେ ଉଭୟ ସଂପ୍ରଦାୟ ଭାଇଚାରା ର ସହ ପାଳନ କରିବା ସହ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଭଦ୍ରକ ଏସପି ଭଦ୍ରକ ବାସି ଙ୍କୁ ଅନୁରୋଧ କରିଚନ୍ତି,ପୂର୍ବାଞ୍ଚଳ ଡିଆଇଜି ପିନାକୀ ମିଶ୍ର ପୁରୁଣାବଜାର ଆସି ସ୍ଥିତି ସମୀକ୍ଷା କରିଛନ୍ତି