This browser does not support the video element.
ମୋହନା: ବାଇକ ଧକ୍କାରେ ତୁବୁରୁବା ଗ୍ରାମର ସନି ରଇତ ମୃତ
Mohana, Gajapati | Aug 21, 2025
ବାଇକ୍ ଧକ୍କାରେ ବୃଦ୍ଧା ମୃତ ,ମୃତକ ଜଣକ ହେଲେ ଆର.ଉଦୟଗିରି ଥାନା ତୁବୁରୁବା ଗ୍ରାମର ସନି ରଇତ ।ବାଇକ୍ ଚାଳକ ଆର.ଉଦୟଗିରି ଥାନା ମହେନ୍ଦ୍ରଗଡ ଗ୍ରାମର ଧନୁ ନାୟକ ଙ୍କ ପୁଅ ସତ୍ୟ ନାୟକ।କୌଣସି କାମରେ ସତ୍ୟ ନିଜ ବାଇକ୍ ରେ ଟୁବୁରୁବା ଯାଇଥିବା ବେଳେ ବୃଦ୍ଧା ଙ୍କୁ ଧକ୍କା ଦେଇଥିଲାପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଚନ୍ଦ୍ରଗିରି ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ।ଡାକ୍ତର ତାଙ୍କୁ