Install App
deogarhupdate
This browser does not support the video element.
ରାଉରକେଲା ମ୍ୟୁନିସିପାଲଟି: ରାଉରକେଲା ସହର ପାଇଁ ୧୦ ଟ୍ରାଫିକ ପୋଷ୍ଟ ଶୁଭାରମ୍ଭ, ଉଦିତନଗର ଆମ୍ବେଦକର ଛକରେ ଶୁଭାରମ୍ଭ କାର୍ଯ୍ୟକ୍ରମ
Raurkela M, Sundargarh | Oct 8, 2025
ରାଉରକେଲା ସହରର ଟ୍ରାଫିକ ସମସ୍ୟା ଦୂର କରିବା ପାଇଁ ସହରର ବିଭିନ୍ନ ସମ୍ବେଦନଶୀଳ ଛକରେ ୧୦ନୂତନ ଟ୍ରାଫିକ ପୋଷ୍ଟ ଶୁଭାରମ୍ଭ କରାଯାଇଛି । ଉଦିତନଗର ଆମ୍ବେଦକର ଛକରେ ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୁଖ୍ୟଅତିଥି ଭାବେ ପଶ୍ଚିମାଂଚଳ ଡିଆଇଜି ବ୍ରିଜେଶ ରାଉ ଯୋଗ ଦେଇଥିଲେ ।
Share
Read More News
T & C
Privacy Policy
Contact Us
Your browser does not support JavaScript!