Download Now Banner

This browser does not support the video element.

ଢେଙ୍କାନାଳ ସଦର: ଶାନ୍ତି ଶୃଙ୍ଖଳା ସହ ନିର୍ବାଚନ କରିବା ପାଇଁ ଜିଲ୍ଲା ପୋଲିସ ତରଫରୁ ସହରରେ ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ

Dhenkanal Sadar, Dhenkanal | Apr 15, 2024
ଆଗାମୀ ସାଧାରଣ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଆଜି ଅପରାହ୍ନରେ ଢେଙ୍କାନାଳ ସହରରେ ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୨ ଜଣ ଡିଏସପି, ସଦର ଏସଡ଼ିପିଓ, ଟାଉନ ଥାନା ଅଧିକାରୀ ଓ ୨ ପ୍ଲାଟୁନ ପୋଲିସ ସହରରେ ରାଲି କରିବା ସହ ଲୋକଙ୍କୁ ସଚେତନ କରିଥିଲେ। ନିର୍ବାଚନ ସମୟରେ କୌଣସି ଅପ୍ରୀତିକର ପରିସ୍ଥିତି ନଘଟେ ସେଥିପାଇଁ ଏଭଳି ରାଲି ହୋଇଥିବା ସଦର ଏସଡ଼ିପିଓ ବିଭୁତି ଭୂଷଣ ମହାପାତ୍ର ସୂଚନା ଦେଇଛନ୍ତି।
Read More News
T & CPrivacy PolicyContact Us