Download Now Banner

This browser does not support the video element.

ନବରଙ୍ଗପୁର ପୋଲିସ ଷ୍ଟେସନ: ଆସନ୍ତା କାଲି ଜିଲ୍ଲା ରେ ଜାରି ରହିବ ବର୍ଷା, ଜିଲ୍ଲାରେ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ରାଜ୍ୟ ପାଣିପାଗ ଵିଭାଗ

Nabarangapur PS, Nabarangpur | Aug 22, 2025
ଆସନ୍ତା କାଲି ଜିଲ୍ଲା ରେ ଜାରି ରହିବ ବର୍ଷା, ଜିଲ୍ଲାରେ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ରାଜ୍ୟ ପାଣିପାଗ ଵିଭାଗ ପବନ ଘଡ ଘଡି ଆଉ ବର୍ଷା ସହ ଘଣ୍ଟା ପ୍ରତି 30 ରୁ 40 କିଲୋମିଟର ବେଗରେ ପବନ ବୋହିବାର ପୂର୍ବାନୁମାନ କରି ଜିଲ୍ଲା ଜରୁରୀ କାଳୀନ ଵିଭାଗ କୁ ଏଇ ୟେଲୋ ୱାର୍ଣ୍ଣିଙ୍ଗ ର ସତର୍କତା ଜାରି କରିଛି ରାଜ୍ୟ ପାଣି ପାଗ ଵିଭାଗ
Read More News
T & CPrivacy PolicyContact Us