Download Now Banner

This browser does not support the video element.

ଅନୁଗୋଳ: ଅନୁଗୁଳ ନୂତନ ଇଣ୍ଡୋର ଷ୍ଟାଡିୟମ୍ ପରିଦର୍ଶନ କଲେ ଜିଲ୍ଲାପାଳ ଏବଂ ଓଡ଼ିଶା ଯୁବ ଏବଂ କ୍ରୀଡା ବିଭାଗ ର ଆଡିଶନାଲ ସେକ୍ରେଟାରୀ

Anugul, Angul | Sep 13, 2025
ଅନୁଗୁଳ ନୂତନ ଇଣ୍ଡୋର ଷ୍ଟାଡିୟମ୍ ପରିଦର୍ଶନ କଲେ ଜିଲ୍ଲାପାଳ ଏବଂ ଓଡ଼ିଶା ଯୁବ ଏବଂ କ୍ରୀଡା ବିଭାଗ ର ଆଡିଶନାଲ ସେକ୍ରେଟାରୀ। ସୂଚନା ମୁତାବକ ଆଜି ଅପରାହ୍ନ ୧ ଘଟିକା ସମୟରେ ଅନୁଗୁଳ ନୁତନ୍ ଇଣ୍ଡୋର ଷ୍ଟାଡିୟମ୍ କୁ ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ଏବଂ ଓଡ଼ିଶା ଯୁବ ଏବଂ କ୍ରୀଡା ବିଭାଗ ର ଆଡିଶନାଲ ସେକ୍ରେଟାରୀ। ତେବେ ଏ ନେଇ ଆଜିର କାର୍ଯ୍ୟକ୍ରମ ରେ ଜିଲ୍ଲାର ଅନ୍ୟ ସରକାରୀ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ।
Read More News
T & CPrivacy PolicyContact Us