Download Now Banner

This browser does not support the video element.

ଭୋଗରାଇ: ତାଳସାରି ଝାଉଁଜଙ୍ଗଲରୁ ଅଜଣା ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର କଲା ତାଳସାରି ସାମୁଦ୍ରିକ ପୋଲିସ ,ମୃତର କାରଣ ଅସ୍ପଷ୍ଟ

Bhograi, Balasore | Oct 5, 2025
ତାଳସାରି ଝାଉଁଜଙ୍ଗଲରୁ ଅଜଣା ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର । ମୃତର କାରଣ ଅସ୍ପଷ୍ଟ । ଉଦ୍ଧାର କଲା ତାଳସାରି ମେରାଇନ ପୋଲିସ । ମୃତ ଦେହ ଉଦ୍ଧାର ପରେ ତଦନ୍ତ ଆରମ୍ଭ କରିଛି ତାଳସାରି ସାମୁଦ୍ରିକ ପୋଲିସ ।
Read More News
T & CPrivacy PolicyContact Us