This browser does not support the video element.
କୋରାପୁଟ ସହର: ଓଡପୁର ଗ୍ରାମରେ ସପ୍ତାହରେ ଲଗାତାର ମୃତ୍ୟୁ ନେଇ କୋରାପୁଟରେ ପ୍ରତିକ୍ରିୟା ରଖିଛନ୍ତି ଏଡିପିଏଚଓ
Koraput Town, Koraput | Aug 24, 2025
କୋରାପୁଟ ଜିଲ୍ଲାର ଓଡପୁର ଗ୍ରାମରେ ସପ୍ତାହରେ ଲଗାତାର ମୃତ୍ୟୁ ନେଇ କୋରାପୁଟ କାର୍ଯ୍ୟାଳୟରେ ଆଜି ସନ୍ଧ୍ୟା ୫ଘଣ୍ଟା ସମୟରେ ପ୍ରତିକ୍ରିୟା ରଖିଛନ୍ତି ଏଡିପିଏଚଓ ମୁକ୍ତିକାନ୍ତ ଖୋଟୁଆ। ଗ୍ରାମରେ ପାନୀୟ ଜଳ ସହ ଖାଇଥିବା କିଛି ନମୁନା ସଂଗ୍ରହ କରାଯାଇଛି ଟେଷ୍ଟ ପାଇଁ ପଠାଯାଇଛି। ମୃତକ ମଧ୍ୟରୁ କିଛି କିଡନୀ ଜନିତ ସମସ୍ୟା ସହ ଅତ୍ୟଧିକ ମାଦକ ଦ୍ରବ୍ୟ ସେବନ କରିଥିବା ରିପୋର୍ଟ ଆସିଛି। ନମୁନା ରିପୋର୍ଟ୍ ଆସିବା ପରେ ପ୍ରକୃତ କାରଣ ଜଣାପଡିବ କହିଛନ୍ତି ଏଡିପିଏଚଓ।