This browser does not support the video element.
ମୋହନା: ମୁଖ୍ୟ ବନ ସରଂକ୍ଷକ ଶୁଭାରମ୍ଭ କରିଲେ ମୋହନା ବନାଞ୍ଚଳ କାର୍ଯ୍ୟାଳୟ ରେ ଭ୍ରାମ୍ୟମାଣ ଚାରା ବିତରଣ ରଥ ।
Mohana, Gajapati | Sep 6, 2025
ମୁଖ୍ୟ ବନ ସରଂକ୍ଷକ ଶୁଭାରମ୍ଭ କରିଲେ ଭ୍ରାମ୍ୟମାଣ ଚାରା ବିତରଣ ରଥ । ଗଜପତି ଜିଲ୍ଲା ମୋହନା ବନ ବିଭାଗ ପକ୍ଷରୁ ଭ୍ରାମ୍ୟମାଣ ଚାରା ବିତରଣ ରଥ ଶୁଭାରମ୍ଭ ହୋଇ ଯାଇଛି। ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କ ଆହ୍ୱାନ କ୍ରମେ ସାରା ଦେଶରେ ଏକ ପେଡ ମା କେ ନାମ ରେ ମାଧ୍ୟମରେ ୭୫ ଲକ୍ଷ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରଖା ଯାଇଛି। ଯାହାକୁ ନେଇ ଆଜି ଦିନ ଦଶ ଘଣ୍ଟ ସମୟରେଦେଖିବାକୁ ମିଳିଥିଲା।