This browser does not support the video element.
ଯାଜପୁର: ପାଣିକୋଇଲି ଥାନା ଫର୍ତିପୁର ଗାଁରେ ଅଘଟଣ,ପାରିବାରିକ ଘଟଣାକୁ ନେଇ ରଶିଲଗେଇ ଯୁବକ ଆତ୍ମହତ୍ୟା କରିଥିବା ସଂନ୍ଦେହେ,ପୋଲିସର ତଦନ୍ତ ଆରମ୍ଭ
Jajapur, Jajpur | Sep 7, 2025
ପାଣିକୋଇଲି ଥାନା ଫର୍ତିପୁର ଗାଁରେ ଅଘଟଣ,ପାରିବାରିକ ଘଟଣାକୁ ନେଇ ରଶିଲଗେଇ ଯୁବକ ଆତ୍ମହତ୍ୟା କରିଥିବା ସଂନ୍ଦେହେ,ପୋଲିସର ତଦନ୍ତ ଆରମ୍ଭ l ଫର୍ତିପୁର ଗାଁର ରବୀନ୍ଦ୍ର ମଲ୍ଲିକଙ୍କ ପୁଅ ସୁଦାମ ବଜାରରୁ କାମ ସାରି ଆସି ଘରେ ସୋଇଥିଲା l ତେବେ ଅନେକ ସମୟ ଧରି ସୁଦାମ ଆଉ ସୋଇଥିବା ଘର ଭିତରୁ ବାହାରକୁ ଆସିନଥିଲା l ଯାହାକୁ ଦେଖି ପରିବାର ଲୋକେ କବାଟ ବାଡେଇ ଯେତେ ଡାକିଲେବି ସୁଦାମ ଆଉ ଶୁଣିନଥିଲା l ଶେଷେରେ ପରିବାର ଲୋକେ ଘର କବାଟ ଭାଙ୍ଗି ଭିତରକୁ ଯାଇ ଦେଖିଲା ବେଳକୁ ସୁଦାମ ବେହରେ ରଶି ଲଗେଇ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ l