This browser does not support the video element.
ଯାଜପୁର: ଯାଜପୁର ଜିଲ୍ଲା ଆଖୁଆପଦା ନିକଟରେ କମିଲା ବୈତରଣୀ ନଦୀର ଜଳସ୍ତର,ନଦୀକୁଳିଆ ଲୋକେ ଆସୋସ୍ଥି
Jajapur, Jajpur | Aug 27, 2025
ଯାଜପୁର ଜିଲ୍ଲା ଆଖୁଆପଦା ନିକଟରେ କମିଲା ବୈତରଣୀ ନଦୀର ଜଳସ୍ତର,ନଦୀକୁଳିଆ ଲୋକେ ଆସୋସ୍ଥି,ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା l ଗତ କିଛିଦିନ ହେବ ଜିଲ୍ଲାରେ ବର୍ଷାର ପରିମାଣ କମିବାକୁ ଲାଗିଛି l ଏହି ବର୍ଷା କମିବା ଫଳରେ ନଦୀର ଜଳସ୍ତର ଧୀରେ ଧୀରେ କମିବାକୁ ଲାଗିଛି l ସେପଟେ ଆଖୁଆପଦା ନିକଟରେ ବୈତରଣୀ ନଦୀର ବିପଦ ସଂକେତ 17:83 ଥିବା ବେଳେ ଏବେ କମିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି l ତେବେ ଏହି ଜଳସ୍ତର କମିଥିବା ବେଳେ ଏବେବି ବନ୍ୟା ପାଣି ଘେରରେ ଅଛନ୍ତି ଦଶରଥପୁର ପଂଚାୟତର ଅନେକ ଗାଁ l