Download Now Banner

This browser does not support the video element.

ଢେଙ୍କାନାଳ ସଦର: ଝାରଗାଡିଆ ରିଲାନ୍ସ କମ୍ପାନୀ ସମ୍ମୁଖରେ ଜମିହରା ପ୍ରଜାଙ୍କ ସହିତ ଆଲୋଚନାରେ ଫେଲ ମାରିଲା ପ୍ରଶାସନ

Dhenkanal Sadar, Dhenkanal | Sep 4, 2025
ଢେଙ୍କାନାଳ ଓଡ଼ାପଡ଼ା ବ୍ଲକ ସନ୍ଦର ଥାନା ଝାରପଡିଆ ନିକଟରେ ଥିବା ରିଲାନ୍ସ କମ୍ପାନୀ ସମ୍ମୁଖରେ ଜମିହରା ପ୍ରଜାମାନେ ଧାରଣା ଦେଇଛନ୍ତି । ସେମାନଙ୍କର ଥଇଥାନ ଦାବି ଯୋଗୁଁ ପୂର୍ବରୁ ବାରମ୍ବାର ଆନ୍ଦୋଳନ କରି କେବଳ ପ୍ରତିମୃତି ମିଳିଥିଲା । ଏଥିପାଇଁ ଆଜି ସେମାନେ ଧାରଣା ଦେଇଛନ୍ତି। ସେଠାରେ ଓଡାପଡ଼ା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିଲ୍ଲିପ କୁମାର ସଡଙ୍ଗୀ, ଭାରପ୍ରାପ୍ତ ତହସିଲଦାର, ସଦର ଥାନା ଅଧିକାରୀ ପହଞ୍ଚି ସେମାନଙ୍କ ସହିତ ଆଲୋଚନା କରି ଫେଲ ମାରିଛନ୍ତି ।
Read More News
T & CPrivacy PolicyContact Us