This browser does not support the video element.
ବୌଦ୍ଧ ସଦର: ଜିଲ୍ଲା ସ୍ବାସ୍ଥ୍ୟ ସମିତିର ତାଲିମ କେନ୍ଦ୍ର ଠାରେ ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ ପାଳିତ
Baudh Sadar, Boudh (Bauda) | Oct 10, 2025
ଶନିବାର ଦିନ ସ୍ବାସ୍ଥ୍ୟ ସମିତି ଜିଲ୍ଲା ତାଲିମ କେନ୍ଦ୍ର ଠାରେ ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ମୁଖ୍ଯ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ, ଡାକ୍ତର ସଂଘମିତ୍ରା ପଣ୍ଡା ଏକ ସଚେତନତା ପଦଯାତ୍ରାକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହା ପରେ ଜିଲ୍ଲା ସ୍ତରୀୟ ବିଶ୍ବ ମାନସିକସ୍ବାସ୍ଥ୍ୟ ଦିବସ ଜିଲ୍ଲା ମୁଖ୍ଯ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ, ଡାକ୍ତର ସଂଘମିତ୍ରା ପଣ୍ଡାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା |