Download Now Banner

This browser does not support the video element.

ଆଠମଲ୍ଲିକ: ଯୁବକ ଙ୍କୁ ମାଡ ଅଭିଯୋଗ ଅନୁଗୋଳ ଜିଲ୍ଲା ଠାକୁରଗଡ ଥାନା ବରହମ ଗ୍ରାମର ସୁଦନ ବେହେରା ଙ୍କୁ ତାଙ୍କ ଗ୍ରାମର ରସାନନ୍ଦ ଓ ତାଙ୍କ ଝିଅ ସବିତା

Athmallik, Angul | Sep 7, 2025
ମାଡ ମାରିବା ସହ ହତ୍ୟା କରିବେ ବୋଲି ଧମକ ଦେଇଛନ୍ତି । ସେ କୌଣସି କାରଣ ନ ଥାଇ ବିନା କାରଣ ରେ ସେ ଘରେ ଥିବା ବେଳେ ତାଙ୍କୁ ମାଡ ମାରିଛନ୍ତି । ତାଙ୍କ ଅଭିଯୋଗ କୁ ଭୀତି କରି ପୋଲିସ ନମ୍ବର ୨୫୩/୨୫ ରେ ଏକ ମାମଲା ରୁଜୁ କରିଛି । ଏ ନେଇ ରସାନନ୍ଦ ଏକ ପାଲଟା ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ପତ୍ର ରେ ଉଲେଖ କରିଛନ୍ତି ଯେ ନିକଟସ୍ଥ ଏକ ସ୍ଥାନ ରୁ ଜାଳିବା ପାଇଁ କିଛି କାଠ ସଂଗ୍ରହ କରି ଆଣୁଥିବା ବେଳେ ସୁଦନ ଙ୍କର ସମ୍ପର୍କୀୟ ମୋହନ ଦେ
Read More News
T & CPrivacy PolicyContact Us