Download Now Banner

This browser does not support the video element.

ଫୁଲବାଣୀ ସହର: କନ୍ଧମାଳ-ଗଞ୍ଜାମ ଜିଲା ସୀମାବର୍ତ୍ତୀ ଗାଜଲବାଡି ଗ୍ରାମରେ ଏକ ଶୁଖୁଲା ଗଛ ଉପୁଡି ବିଦ୍ୟୁତ ଖୁଣ୍ଡ ଭାଙ୍ଗି ଯାତାୟତ ବାଧାପ୍ରାପ୍ତ

Phulabani Town, Kandhamal | Sep 2, 2025
କନ୍ଧମାଳ-ଗଞ୍ଜାମ ଜିଲା ସୀମାବର୍ତ୍ତୀ ଗାଜଲବାଡି ଗ୍ରାମରେ ଏକ ଶୁଖୁଲା ଗଛ ଉପୁଡି ବିଦ୍ୟୁତ ଖୁଣ୍ଡ ଭାଙ୍ଗି ପଡିଛି। ଫଳରେ ବିଦ୍ୟୁତ ତାର ତାର ଓ ଖୁଣ୍ଟ ପଡି ରାସ୍ତା ଅବରୋଧ ହୋଇଛି। ଫଳରେ ଦାରିଙ୍ଗବାଡି ଠାରୁ ବ୍ରହ୍ମପୁର, ଭଞ୍ଜନଗର ଆଦିକୁ ଗାଡି ଚଳାଚଳ ବନ୍ଦ ରହିଛି ।ପ୍ରକାଶଯେ, ରାଇପୁର ଠାରୁ ଗୋପାଳପୁରକୁ ସଂଯୋଗ କରୁଥିବା 80 ନଂ ଜାତୀୟ ରାଜପଥର ଗାଜଲବାଡି ଲବାଡି ଠାରେ ଏଭଳି ଘଟଣା ଘଟିଛି। ଛି। ଗ୍ରାମବାସୀ ଏବଂ ସରପଞ୍ଚ ଘଟଣା ସମ୍ପର୍କରେ ସୋରଡ଼ା ଦମକଳ ବାହିନୀ ଏବଂ ବିଦ୍ୟୁତ ବିଭାଗକୁ ସୂଚନା ଦେଇଛନ୍ତି. ଗାଜଲବାଡି ଗ୍ରାମର ୨ ପାର୍ଶ୍ବରେ ବହୁ ଗାଡି ଅଟକି ରହିଛି।
Read More News
T & CPrivacy PolicyContact Us