This browser does not support the video element.
ମୋହନା: ଝରଣପୁର ଗାଁ ରାସ୍ତା କାଦୁଅ ପଚ ପଚ ୫୦ ଖଣ୍ଡ ଗ୍ରାମ ବାସୀଙ୍କ ଦୁଃଖ ହଟିବ କେବେ
Mohana, Gajapati | Aug 27, 2025
ଝରଣପୁର ଗାଁ ରାସ୍ତା କାଦୁଅ ପଚ ପଚ ୫୦ ଖଣ୍ଡ ଗ୍ରାମ ବାସୀଙ୍କ ଦୁଃଖ ହଟିବ କେବେ ମୋହନା ବ୍ଲକ ରେ ଲଗାଣ ବର୍ଷା ହେବା ଫଳରେ ୮କିଲୋମିଟର ପ୍ରଧାନ ମନ୍ତ୍ରୀ ସଡ଼କ ପଥ ନିର୍ମାଣ ହୋଇଥିବା ରାସ୍ତା ବର୍ତ୍ତମାନ ମାଟି ପଚ ପଚ ଖାଲକମା ହୋଇ ବର୍ଷା ଜଳ ଜମି ରହିଛି,ଫଳରେ ରାସ୍ତାରେ ଚଳା ଚଳ କରୁଥିବା ଯାନ ବାହାନ ଖାଲଖମାରେ ଫଶୀ ଦିବାରାତ୍ର ବାହାର କରିବାରେ ଲାଗି ରହୁଛନ୍ତି ଗାଡ଼ି ଡ୍ରାଇଭର, ହେଲଫର I ଆଜି ଦିନ ଦୁଇ ଘଣ୍ଟ ସମୟରେ ଏଭଳି ସମୟରେ