This browser does not support the video element.
ଝାରସୁଗୁଡା: ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ବିଜେପିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ
Jharsuguda, Jharsuguda | Aug 22, 2025
ଝାରସୁଗୁଡା ଜିଲ୍ଲା ବିଜେପି କାର୍ଯାଳୟରେ ଜିଲ୍ଲା ବିଜେପି ର ଏକ ଗୁରତ୍ୱ ପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି l ଜିଲ୍ଲା ବିଜେପି ସଭାପତି ରଘୁନନ୍ଦନ ପଣ୍ଡା ଙ୍କ ନେତୃତ୍ୱରେ ସୁନ୍ଦରଗଡ଼ ସଦର ର ପୂର୍ବତନ ବିଧାୟିକା କୁସୁମ ଟେଟେ ଙ୍କ ଉପସ୍ଥିତି ରେ ଆଜି ଶୁକ୍ରବାର ପୂର୍ବାହ୍ନ ୧୧ ଟା ରୁ ଅପରାହ୍ନ ୧୨ ଟା ୩୦ ଯାଏଁ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ର ବହୁ ବରିଷ୍ଠ ଏବଂ ଯୁବ ବିଜେପି କର୍ମୀ ଉପସ୍ଥିତ ଥିଲେ l ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ମନ କି ବାତ କାର୍ଯ୍ୟକ୍ରମ କିପରି ଝାରସୁଗୁଡା ଜିଲ୍ଲା ରେ ଘରେ ଘରେ ପହଚାଇ ହେବ l