This browser does not support the video element.
ପାରଳାଖେମୁଣ୍ଡି: Skcg ଖେଳ ପଡିଆ ଠାରେ ଜୋନାଲ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ
Paralakhemundi, Gajapati | Sep 8, 2025
Skcg ଖେଳ ପଡିଆ ଠାରେ ଜୋନାଲ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ କୃଷ୍ଣ ଚନ୍ଦ୍ର ଗଜପତି ସ୍ଵୟଂ ଶାସିତ ମହାବିଦ୍ୟାଳୟର ଖେଳ ପଡିଆ ଠାରେ ଜୋନାଲ ସ୍ତରୀୟ ବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପାରଳାଖେମୁଣ୍ଡି ଜୋନ ଅନ୍ତର୍ଗତ ୧୨ ଟି ବିଦ୍ୟାଳୟ ତଥା ମହାବିଦ୍ୟାଳୟର ୧୪ ବର୍ଷରୁ କମ୍ ଓ ୧୭ ବର୍ଷ ରୁ କମ୍ ଉଭୟ ବାଳକ ଓ ବାଳିକା ମାନେ ପ୍ରାୟ ୧୮୦ ରୁ ଉର୍ଦ୍ଧ୍ବ ଖେଳାଳି ଏଥିରେ ଭାଗ ନେଇଥିଲେ। କବାଡ଼ି ଏବଂ ଭଲିବୋଲ ,ଖୋଖୋ ଓ ଏଥେଲେଟିକ୍ସ ଭଳି ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ସଫଳତା ପାଇଥିବା ଖେଳାଳି ମାନେ ବ୍ଲକ୍ ସ୍ତର