Download Now Banner

This browser does not support the video element.

ସମ୍ବଲପୁର ମ୍ୟୁନିସିପାଲଟି: ମାନ୍ୟବର ଓଡିଶା ହାଇ କୋର୍ଟ ଙ୍କ ନିଷ୍ପତ୍ତି ସ୍ୱାଗତଯୋଗ୍ୟ କହି ସାକ୍ଷୀପଡା ସ୍ଥିତ ବାସଭବନରେ ପ୍ରତିକ୍ରିୟା ରଖିଲେ - ମାନସ ବକ୍ସି -

Sambalpur M, Sambalpur | Sep 3, 2025
ମାନ୍ୟବର ଓଡିଶା ହାଇ କୋର୍ଟ ଙ୍କ ନିଷ୍ପତ୍ତି ସ୍ୱାଗତଯୋଗ୍ୟ* - ମାନସ ବକ୍ସି ସମ୍ବଲପୁର ମହାନଗର ନିଗମ ନିର୍ବାଚନ କୁ ନେଇ ଆଜି ଓଡିଶା ର ମାନ୍ୟବର ହାଇ କୋର୍ଟ ଦେଇଥିବା ନିର୍ଦ୍ଦେଶ ଏକ ସ୍ୱାଗତଯୋଗ୍ୟ ନିଷ୍ପତ୍ତି ବୋଲି କହିଛନ୍ତି ବିଜେପି ରାଜ୍ୟ ପ୍ରବକ୍ତା ତଥା କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି । ଆଜି ଏହି ଗୁରୁତ୍ୱପୂର୍ଣ୍ଣ ଫଇସଲା ଆସିବା ପରେ ବିଜେପି ରାଜ୍ୟ ପ୍ରବକ୍ତା ମାନସ ରଞ୍ଜନ ବକ୍ସି ତାଙ୍କର ପ୍ରେସ ବିବୃତି ରେ କହିଛନ୍ତି ଯେ ତତ୍କାଳୀନ ବିଜେଡି ସରକାର ର ଆନ୍ତରିକତା ଅଭାବ ଓ ପରାଜୟ ର ଭୟ ପାଇଁ ସମ୍ବଲପୁର ମହାନଗର ନିଗମ ଅଞ୍
Read More News
T & CPrivacy PolicyContact Us