Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ଧାମନଗର ଗଞ୍ଜାମାଳ ରେ ନାଟ୍ୟକାର, ସାହିତ୍ୟିକ ପ୍ରଫୁଲ୍ଲ ପଣ୍ଡା ଙ୍କ ଶ୍ରାଦ୍ଧ ଦିବସ ରେ ଯୋଗଦେଲେ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ କୁମାର ମଲ୍ଲିକ

Bhadrak Rural, Bhadrak | Aug 30, 2025
ଆଜି ସଂଧ୍ୟା 5 ଘଟିକା ରେ ଧାମନଗର ଗଞ୍ଜାମାଳର ବରିଷ୍ଠ ସାହିତ୍ୟିକ,ଗବେଷକ, ନାଟ୍ୟ ସାମୀକ୍ଷକ ସ୍ବର୍ଗତ ବାଗ୍ମୀ ପ୍ରଫୁଲ୍ଲ ପଣ୍ଡା ଙ୍କ ପଞ୍ଚମ ଶ୍ରାଦ୍ଧ ଦିବସ ଅବସରରେ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକ ଯୋଗଦେଇ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା ସହ ଏକ ସୁନ୍ଦର ସମାଜ ଗଢିତୋଳିବା ସ୍ବର୍ଗତ ପଣ୍ଡା ଙ୍କ ଅବଦାନ ଓ ଓଡ଼ିଆ ଭାଷାକୁ ଜୀବିତ ରଖିବା ପାଇଁ ତାଙ୍କର ବଳିଦାନ କୁ ମନେପକାଇବା ସହ ଆଜି ବି ସିଏ ସଭିଙ୍କ ମନରେ ଜୀବିତ ହୋଇ ରହିଛନ୍ତି,ସାହିତ୍ୟ ଓଡ଼ିଆ ଭାଷା ର କଥା ଆସିଲେ ମନେ ପଡ଼ନ୍ତିବାଗ୍ମୀ ପ୍ରଫୁଲ୍ଲ ପଣ୍ଡା ମତପ୍ରକାଶ କରିଛନ୍ତି ବିଧାୟକ ଶ୍ରୀ ମଲ୍ଲିକ
Read More News
T & CPrivacy PolicyContact Us