Install App
khabar24pintu
This browser does not support the video element.
ଚୌଦ୍ବାର: ପାହାଡ଼ିଆ ଅଞ୍ଚଳରେ ଦେଶୀ ମଦ ବିକ୍ରି ସମୟରେ ଚୌଦ୍ବାର ପୁଲିସ ଶୁକ୍ରବାର ପଶ୍ଚିମକଛ ରୁ ଜଣଙ୍କୁ ଗିରଫ କରିଛି।
Choudwar, Cuttack | May 16, 2025
ପାହାଡ଼ିଆ ଅଞ୍ଚଳରେ ଦେଶୀ ମଦ ବିକ୍ରି ସମୟରେ ଚୌଦ୍ବାର ପୁଲିସ ଶୁକ୍ରବାର ସନ୍ଧ୍ୟା ୫ଟାରେ ଜଣଙ୍କୁ ଗିରଫ କରିଛି। ଗିରଫ ଜଣଙ୍କ ଜଗତପୁର ଥାନା ଅନ୍ତର୍ଗତ ପଶ୍ଚିମକଚ୍ଛର ମଙ୍ଗରାଜ ବେହେରା (୪୫)। ପୁଲିସ ତା’ ନିକଟରୁ ୪୦ ଲିଟର ଦେଶୀ ମଦ ଓ ଏକ ସ୍କୁଟି ଗାଡ଼ି ଜବତ କରିଛି।ମଙ୍ଗରାଜ ଆଠଗଡ଼ ଅଞ୍ଚଳରୁ ଚୋରାରେ ଦେଶୀ ମଦ ଆଣି ଚୌଦ୍ବାର ଥାନା ଅଞ୍ଚଳରେ ବିକ୍ରି କରୁଥିଲା।
Share
Read More News
T & C
Privacy Policy
Contact Us
Your browser does not support JavaScript!