This browser does not support the video element.
ଗଁଦିଆ: ଚଟିଘର ଠାରେ ଆଦିବାସୀଙ୍କ ମାଗେ ପର୍ବରେ ଯୋଗଦେଲେ ବିଧାୟକ ସୁଧୀର ସାମଲ
Gandia, Dhenkanal | Mar 23, 2024
ଗଁନ୍ଦିଆ ବ୍ଲକ ଚଟିଘର ଠାରେ ଆଦିବାସୀଙ୍କ ପକ୍ଷରୁ ଶନିବାର ମାଆ ଦେଶାଉଲି ବାର୍ଷିକ ମାଗେ ପରଵ ଆୟୋଜିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବିଧାୟକ ସୁଧୀର କୁମାର ସାମଲ ଯୋଗଦେଇ ଆଦିବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଦ୍ବାରା ହୋଇଥିବା ଯୋଜନା ବାବଦରେ ଆଲୋଚନା କରିଥିଲେ। ଅନ୍ଯ ମାନଙ୍କ ମଧ୍ଯରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ଯକ୍ଷ ସୁରେନ୍ଦ୍ର ହେମ୍ବ୍ରମ,ସୋରିଷିଆପଦା ସରପଞ୍ଚ ପ୍ରଦୀପ ରାଉତ ପ୍ରମୁଖ ଯୋଗଦାନ କରିଥିଲେ।