Install App
bhadrak_khabar
This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: ବାସୁଦେବପୁରରେ ପୋଲିସ ର ବଡ଼ ସଫଳତା।ଦୁଇଟି ଡକାୟତି ଗ୍ୟାଙ୍ଗକୁ ଗିରଫ ସହିତ ନଗଦ ଟଙ୍କା ସହ ମାରଣାସ୍ତ୍ର ଜବତ କରିଛି ପୋଲିସ
Bhadrak Rural, Bhadrak | Aug 26, 2025
ବାସୁଦେବପୁର ପୋଲିସ ର ବଡ଼ ସଫଳତା।ଦୁଇଟି ଡକାୟତି ମାମଲାକୁ ସଫଳତାର ସହିତ ଚିହ୍ନଟ କରି ନଗଦ ଟଙ୍କା ସହ ମାରଣାସ୍ତ୍ର ଜବତ କରିଛି ପୋଲିସ। ତେବେ ଏଥିରେ ନଗଦ 1,10,000 / ଦୁଇଟି ବାହୁ, ସୁନା ଏବଂ ରୂପା ଅଳଙ୍କାର, ଗୋଟିଏ ମୋଟରସାଇକେଲ, ପାଞ୍ଚଟି ମୋବାଇଲ୍ ଫୋନ୍, ଦୁଇଟି ଲୁହା କାଟୁରୀ ଜବତ କରିବା ସହ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ପୋଲିସ ପକ୍ଷରୁ ଆଜି ଅପରାହ୍ନ ୫ ଘଟିକା ରେ ସୂଚନା ମିଳିଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!