This browser does not support the video element.
ଯାଜପୁର: ଏନସି କଲେଜ ଛାତ୍ର ଖରସ୍ରୋତା ନଦୀକୁ ଡେଇଁବା ଘଟଣା, ତନ୍ତି ଘାଇ ନିକଟରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର ଓ ପୋଲିସର ତଦନ୍ତ ଆରମ୍ଭ
Jajapur, Jajpur | Aug 22, 2025
ଏନସି କଲେଜ ଛାତ୍ର ଖରସ୍ରୋତା ନଦୀକୁ ଡେଇଁବା ଘଟଣା,ତନ୍ତି ଘାଇ ନିକଟରୁ ଛାତ୍ରଙ୍କ ମୃତ ଦେହ ଉଦ୍ଧାର,ପୋଲିସର ତଦନ୍ତ ଆରମ୍ଭ l ଗତ ଦୁଇଦିନ ତଳେ କୌଣସି କାରଣରୁ ଏନସି କଲେଜର ଛାତ୍ର ସୃତି ରଞ୍ଜନ ଜେନା ଖରସ୍ରୋତା ନଦୀକୁ ଡେଇଁ ପଡ଼ିଥିଲେ । ପ୍ରବଳ ଜଳ ପ୍ରବାହ ଯୋଗୁ ଓଡ୍ରାଫ ଟିମ ଉଦ୍ଧାର କରିବାରେ ବିଫଳ ହୋଇଥିଲେ। ତେବେ ଆଜି ତନ୍ତି ଘାଇ ନିକଟରେ ଛାତ୍ରଙ୍କ ମୃତ ଦେହ ଭାସୁଥୁବା ସ୍ଥାନୀୟ ଲୋକେ ଦେଖିଥିଲେ l ଏଥିସହିତ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ l ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ପହଂଚି ନଦୀ ଭିତରୁ ଛାତ୍ରର ମୃତ ଦେହ ଉଦ୍ଧାର କରିଥିଲେ l